ଟ୍ରେନ ଲାଇନରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲରୁ ଯଶୋବନ୍ତ ସାହୁ: ସମ୍ବଲପୁର-ତାଳଚେର ରେଳପଥ ରେଢ଼ାଖୋଲ ଷ୍ଟେସନ ର 5କିଲୋମିଟର ଦୂର ହେମାମୁରା ଗ୍ରାମ ନିକଟରୁ ରବିବାର ସନ୍ଧ୍ୟାରେ ଜଣେ ଯୁବକ ଙ୍କ ମୃତ ଦେହ ଉଦ୍ଧାର ହୋଇଛି l ମୃତ ଯୁବକ ହେଲେ ରେଢ଼ାଖୋଲ ଥାନା କଦଳୀଗଡ଼ ପଞ୍ଚୟତ ର ସାମସିଂହା ଗ୍ରାମର ସୁଜିତ ଦେହୁରୀ ଓରଫ କାଳିଆ (35) ବୋଲି ଜଣାପଡ଼ିଛି l ବଲାଙ୍ଗିର ରୁ ଭୁବନେଶ୍ୱର ଯାଉଥିବା ଇଣ୍ଟରସିଟି ଟ୍ରନ ଧକ୍କାରେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି l ରେଳ ଲାଇନ୍ କଡ଼ରେ ମୃତ ଦେହ ପଡ଼ିଥିବା ରେଳବାଇ ସରଖ୍ୟ ବଳ ପଖ୍ୟ ରୁ ସୂଚନା ଦିଆଯାଇଥିଲା l ଏନେଇ ରେଢ଼ାଖୋଲ ଥାନା ରେ କୌଣସି ଅଭିଯୋଗ ହୋଇନଥିବା ଥାନାଥିକାରି ପ୍ରଶାନ୍ତ କୁମାର ସାମଲ କହିଛନ୍ତି l ମୃତ ସୁଜିତ ବିବାହିତ ଥିଲେ ତାଙ୍କର 2ପୁଅ,ସ୍ସୀ ଓ ବାପା ମାଁ ଅଛନ୍ତି l

0
0
0
s2sdefault