ହେଡଲାଇନସ୍:

ଏନକାଉଣ୍ଟର : ଗ୍ରେ ହାଉଣ୍ଡ ଯବାନଙ୍କ ଗୁଳିରେ ମହିଳା ମାଓ କ୍ୟାଡର ନିହତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆନ୍ଧ୍ର ଓଡିଶା ବୋର୍ଡରର ଜଣେ ବରିଷ୍ଠ ମହିଳା ମାଓ କ୍ୟାଡର ନିହତ । ଆନ୍ଧ୍ରପ୍ରଦେଶ ଗ୍ରେ ହାଉଣ୍ଡ ଯବାନ ଙ୍କ ଗୁଳିରେ ହେଲେ ନିହତ । ଆଜି ଭୋରରୁ ଘଟିଛି ଏହି ଏନକାଉଣ୍ଟର। ମାଲକାନଗିରି ନିକଟସ୍ଥ ଆନ୍ଦ୍ରାପଲ୍ଲୀ ଠାରେ ହୋଇଥିବା ଘଟଣାରେ ମହିଳା ମାଓବାଦୀ ଅନ୍ୟ କିଛି ମାଓବାଦୀ ଖସି ପଳାଇବାରେ ସକ୍ଷମ ହୋଇଥିବା ଆଶଙ୍କା କରାଯାଉଛି ।

0
0
0
s2sdefault