ହେଡଲାଇନସ୍:

ବାଇକ ଓ ପିକଅପ ଦୁର୍ଘଟଣାରେ ଦୁଇ ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /Nila  Deep - ବରଗଡ ଜିଲ୍ଲା ପଦ୍ମପୁର ରୁ ବସନା ରୋଢ ରେ ସୁକଲିପାହାଡ ନିକଟରେ ଏକ ବାଇକ ସହ ପିକଅପ ଗାଡି ଦୁର୍ଘଟଣା ହୋଇ ଅଛୀ । ଉକ୍ତ ଦୁର୍ଘଟଣାରେ ଦୁଇ ବାଇକ ଆରୋହି ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବାର ଜଣା ପଡିଛି । ପରେ ଘଟଣା ବିସୟରେ ଖବର ପାଇ ଜଗଦଲପୁର ପୋଲିସ ଘଟଣା ସ୍ଥଳକୁ ପହଂଚି ଉଭୟ ଶବକୁ ଜବତ କରିବା ସହ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ୍ୟ ପାଇଁ ଆଣି ଥିଲେ । ମୃତକ ଦ୍ୱୟ ବରଗଡ ପାଖ ଖଜୁରଟିଗ୍ରା ର ତାପାସ ବିଶ୍ୱାଲ ଏବଂ କେଲେଣ୍ଡାର ମହେଶ ଭୋଇ ବୋଲି ପୋଲିସ ତଦନ୍ତରୁ ଜଣା ପଡିଛି । 

0
0
0
s2sdefault