ହେଡଲାଇନସ୍:

ନୟାଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ  ପରିସରରେ ଅଭାବନୀୟ ଦୃଶ୍ୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନୟାଗଡ଼/ବିଶ୍ବଜିତ୍ ନାୟକ : ରବିବାର ରାତି 9.30 ସମୟରେ ଜଣେ ମହିଳା ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଆସିଥିଲେ | ଉକ୍ତ ମହିଳା ଜଣଙ୍କ ଗାଡିରୁ ଓହ୍ଲାଇ ଡାକ୍ତରଖାନା ମଧ୍ୟକୁ ଯିବା ସମୟରେ ଡାକ୍ତରଖାନା ପରିସରରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ | ସୂଚନାନୁସାରେ ମହିଳା ଜଣଙ୍କ ଆଠମାସ ଗର୍ଭବତୀ ଥିଲେ | ସଙ୍ଗେସଙ୍ଗେ ଆଉଟଡୋରରେ କାର୍ଯ୍ୟରତ ଥିବା ଡାକ୍ତର ଏବଂ ନର୍ସ ପହଞ୍ଚି  ଶିଶୁପୁତ୍ର ଓ ମହିଳାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଇଥିଲେ |

0
0
0
s2sdefault