ହେଡଲାଇନସ୍:

ବେଆଇନ ଚାନ୍ଦା ଆଦାୟ ବେଳେ ,3 ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ :  55 ନମ୍ବର ଜାତୀୟ ରଜପଥ ରେ ଚାରମାଳ ଥାନା ଅନ୍ତର୍ଗତ ମୋଚିବାହାଳ ଚେକଗେଟରେ ଟ୍ରକ ଅଟକାଇ ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଦିଲିପ ଖିଲେଇ,ଅଜିତ ସାହୁ ଓ ପୁରୁଷତ୍ତମ ପ୍ରଧାନଙ୍କୁ ଗିରଫ କରିଛି l ସେମାନଙ୍କ ପାଖରୁ 940 ଟଙ୍କା ଜବତ ହୋଇଥିବା ବେଳ ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯିବ l

0
0
0
s2sdefault