ହେଡଲାଇନସ୍:

 ଗଞ୍ଜେଇ ଚାଲାଣ, ଜଣେ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ : ଶୁକ୍ରବାର ସନ୍ଧ୍ୟା ରେ ରେଢ଼ାଖୋଲ ପୋଲିସ ଗାଡ଼ି ଯାଞ୍ଚ କରୁଥିବା ବେଳେ କେଳାକଟା ଗ୍ରାମ ନିକଟ ତାରିଣୀ ମନ୍ଦିର ନିକଟରେ ସିଜି13ଜେ5355 ନମ୍ବର ବାଇକ୍ ସହ 8 କେଜି ଗଞ୍ଜେଇ ଜବତ କରିଛନ୍ତି l ପୋଲିସ ସୁତ୍ର ରୁ ପ୍ରକାଶ ଯେ ଫୁଲବାଣୀ ରୁ ଛତିଶଗଡ଼କୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ମାଲିଆଝୁଲାର ଜିତେନ୍ଦ୍ର ନାୟକ(26)  ଗିରଫ ହୋଇଛନ୍ତି l ଜିତେନ୍ଦ୍ର ଏକ ଏୟାର ବେଗରେ ଗଞ୍ଜେଇ ରଖି ବାଇକ ରେ ଯାଉଥିବାବେଳ ଏସ୍ଆଇ ଆରକେ ବିଶାଳ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଧରିଥିଲେ l

0
0
0
s2sdefault