ଭାଗ୍ୟ ବି କିନ୍ନରଙ୍କ ସାଥିରେ ନାହିଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର: ଯାଜପୁର ଷ୍ଟେସନ୍ ରେ ଟ୍ରେନ୍ ରେ ଗୋଡ କଟି ଆହତ ହୋଇଥିବା କିନ୍ନରଙ୍କୁ କଟକ ସ୍ଥାନାନ୍ତର ବେଳେ ସାହାପୁର ବ୍ରିଜ୍ ପାଖରେ ଆମ୍ବୁଲାନ୍ସ ଖରାପ .. ଦୀର୍ଘ ୩ ଘଣ୍ଟା ପରେ ଆସିଲା ଆଉ ଏକ ଆମ୍ବୁଲାନ୍ସ ।

ଯାଜପୁର ରୋଡ଼ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନ୍ ରୁ ଖସି ପଡି ଜଣେ କିନ୍ନର ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ କଟି ଯାଇଥିବା ବେଳେ ଅନ୍ୟ ଏକ ଗୋଡ ନଷ୍ଟ ହୋଇଯାଇଛି । ଯାଜପୁର ରୋଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ବାଟରେ ଆମ୍ବୁଲାନ୍ସ ଖରାପ ହେଲା ଦୀର୍ଘ ୩ ଘଣ୍ଟା ପରେ ଆଉ ଏକ ଆମ୍ବୁଲାନ୍ସ ଆସିଥିଲା ।।

0
0
0
s2sdefault