ହେଡଲାଇନସ୍:

ଅବସର ପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଦେହାନ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ନୀଳ ଦୀପ)- ସ୍ଥାନୀୟ ବିଜୟନଗର ନିବାସୀ ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ବୃନଦାବନ ବୈକାରଙ୍କର ଗତ ମଙ୍ଗଳବାର ସନ୍ଧ୍ୟାରେ ବୁର୍ଲା ସ୍ଥିତ ସମଲେଶ୍ୱରୀ ନର୍ସିଂ ହୋମରେ ଚିକିତ୍ସା ଦିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ର୍ସ୍ଗତ ବୈକାରଙ୍କର ଅମାୟିକ ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରୁଥିଲା । ସେ ତାଙ୍କ ପଛରେ ତାଙ୍କ ପତ୍ନି, ଦୁଇ ପୁତ୍ର ସନନୋଷ, ଆଶିଷ, ଙ୍କ ସହ ବହୁ, ଝିଅ, ଜ୍ୱାଇଁ, ଓ ନାତି ନାତୁଣି ମାନଙ୍କୁ ଛାଡି ଚାଲି ଯାଇଛନ୍ତି । ସ୍ଥାନୀୟ ସ୍ୱର୍ଗ ଦ୍ୱାରରେ ତାଙ୍କର ଅନ୍ତେଷ୍ଟି କି୍ରୟା ସମ୍ପର୍ଣ୍ନ ହୋଇଥିଲା । ବଡ ପୁଅ ସନ୍ତୋଷ ବୈକାର ମୁଖାଗ୍ନି ଦେଇଥିବା ବେଳେ ଶବାଧାରରେ ସହରର ଅନେକ ଲୋକ ସାମିଲ ହୋଇଥିଲେ ।   

 

0
0
0
s2sdefault