ହେଡଲାଇନସ୍:

ବରଗଡ ଜିଲ୍ଲା ପଦ୍ମପୁର ଠାରେ ଓଲଟିଲା ଟ୍ରକ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଠାରେ ଡ୍ରାଇଭର ର ଆଖି ଲାଗି ଯିବାରୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ । ପଦ୍ମପୁର ନେହେରୁଗଲି କାଳୀମନ୍ଦିର ପାଖରେ ଭାରସାମ୍ୟ ହରାଇ ରାସ୍ତାରେ କଡରେ ଥିବା ଘରଉପରେ ଚଢ଼ିଗଲା ଗାଡି ,ଭାଗ୍ୟ ବସତ କାହାର କିଛି କ୍ଷୟକ୍ଷତି ହେଇନାହିଁ ଘରରେ ଥିବା ଲୋକ ଡ୍ରାଇଭର ଓ ହେଲ୍ପର ସମସ୍ତେ ବଞ୍ଚୀ ଯାଇଛନ୍ତି । ଏହି 0R18B7077 ଦଶ ଚକିଆ ଟ୍ରକ , ପଦ୍ମପୁର ପଟୁ ବରଗଡ଼କୁ ଯାଉଥିଲା ସିମେଣ୍ଟ ବୋଝେଇ କରି ସକାଳ ପ୍ରାୟ 4 ତରେ ଓଲଟି ପଡିଛି , ଆଖି ଲାଗି ଯିବାରୁ ଏପରି ଏକ ଅଘଟଣ ଘଟି ଯାଇଛି କହୁଛି ଟ୍ରକ ଡ୍ରାଇଭର , ଘଟଣା ସ୍ଥଳରେ ପୋଲିସ ପହଁଚିଛି ।

0
0
0
s2sdefault