ହେଡଲାଇନସ୍:

ଓକିଲଙ୍କ ନିକଟକୁ ମୋଟର ସାଇକେଲରେ ଆସୁଥିବା ବେଳେ ମହକିଲ ମୃତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଯାଜପୁର ଚଣ୍ଡିଖୋଲ ରୁ ଜୟଶଙ୍କର ଦାଶ : ଚଣ୍ଡିଖୋଲ କୋର୍ଟର ଓକିଲଙ୍କ ନିକଟକୁ ମୋଟର ସାଇକେଲରେ ଆସୁଥିବା ବେଳେ ଚଣ୍ଡିଖୋଲ ଟ୍ରାଫିକ ପୋଷ୍ଟ ଉପରେ ଦୁର୍ଘଟଣାର ସମ୍ମୁଖୀନ ହେଲେ ଦୁଇ ମହକିଲ-ଟ୍ରକ୍ ଧକ୍କାରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର ! ମୃତକ ହେଉଛନ୍ତି ଧର୍ମଶାଳା ଥାନା ଜୟସୁଙ୍ଗୁଡା ଗ୍ରାମର ଶତ୍ରୁଘ୍ନ ସାହାଣୀ ଏବଂ ସେ ବନ୍ଧଡିହ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଓ ଆହତ ହେଉଛନ୍ତି ସେହି ଧର୍ମଶାଳା ଥାନା ସାହାପଡା ଗ୍ରାମର ପ୍ରଦୀପ ପରିଡା | ଦୁର୍ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ-ରାଜପଥ ଅବରୋଧ ହୋଇଥିଲା |

 

0
0
0
s2sdefault