ହେଡଲାଇନସ୍:

ନାରିସୀମା ଗ୍ରାମରୁ ଚୋରି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର -ନାଉଗାଁ ପ୍ରିତିରଞ୍ଜନ ଦାସ :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାରିସୀମା ଗ୍ରାମର ସବିତା ଦାସ ସ୍ୱାମୀ -ବାପି ଦାସ ଘରୁ ଚୋରି ହୋଇ ଥିବାରୁ ନାଉଗାଁ ଥାନା ରେ ଅଭିଯୋଗ କରିଛନ୍ତି କେଶ ନମ୍ବର ୧୯୫ ରୁଜୁ କରାଯାଇଛି |ସେହି ଗ୍ରାମର ଆଉ ଦୁଇ ଜଣ ପ୍ରହ୍ଲାଦ ଦାସ, ଶିବପ୍ରସାଦ ଦାସ ଅଭିଯୋଗ କରି ଛନ୍ତି |ତା -୦୧,୦୯,୨୦୨୨ ରିଖ ଗୁରୁବାର ରାତି ରେ ଗଣେଶ ପୂଜା ଭସାଣି ହୋଇ ଥିଲା |ସବିତା ଦାସ ଙ୍କ ସ୍ୱାମୀ ବାହାରେ ରୁହନ୍ତି ସବିତା ଦାସ ଯେଉ ରୁମରେ ଶୁଅନ୍ତି ସେହି ରୁମ ଟିକୁ ଚୋର ମାନେ ଆଗ ପଟେ ଲକ କରି ଦେଇ ଥିଲେ |ସେହି ସାଇଟ ର ରୁମ ଲକ ଟିକୁ ଭଙ୍ଗୀ ସୁନା ଶଙ୍ଖା -୪ପଟ,ମଙ୍ଗଳ ସୂତ୍ର -୧ଟା, ଚେନ -୧ଟା, ହାର - ୧ଟା, କାନ ଫୁଲ -୨ଟା, ନାଙ୍କ ଫୁଲ -୩ଟା, ମୁଦି -୪ଟା, ପାଉଁଜି -୧ହଳ ଓ ୩0.୦୦୦ ଟଙ୍କା ଚୋରି ହୋଇ ଥିବାର ଅଭିଯୋଗ କରି ଛନ୍ତି ପୋଲିସ ତାର ସନ୍ଧlନୀ କୁକୁର ଆଣି ତଦନ୍ତ କରି ଥିଲା |ସନ୍ଧାନୀ କୁକୁର ଟି ଯାଇ ଅଲଣା -୨ଗ୍ରାମ ରେ ପହଁଞ୍ଚି ବ୍ରଦର୍ସ କ୍ଲଲବ ନିକଟ ରେ ରହି ଥିଲା

0
0
0
s2sdefault