ହେଡଲାଇନସ୍:

ସମୁଦ୍ରକୂଳରୁ ଛାତ୍ର ନିଖୋଜ ଘଟଣା, ଅପହରଣକୁ ନେଇ ସନ୍ଦେହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ସୁମନ୍ତ କୁମାର ଦାସ:ଗତ 14 ତାରିଖରେ ପାରାଦୀପ ସମୁଦ୍ରକୂଳରୁ ନିଖୋଜ ହୋଇଯାଇଥୁବା ନବମ ଶ୍ରେଣୀ ଛାତ୍ର ପ୍ରୀତମଙ୍କ ସନ୍ଧାନ ଆଜିପର୍ଯ୍ୟନ୍ତ ମିଳିପାରିନାହିଁ । ତେଣୁ ଏହା ଏକ ସୁପରିକଳ୍ପିତ ଅପହରଣ ହୋଇପାରିଥାଏ ବୋଲି ସନ୍ଦେହ କରାଯାଇଛି । ଯାହାକୁ ନେଇ ପୋଲିସ ଅଧିକ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।

0
0
0
s2sdefault