ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ମାମଲା ରୁଜୁ ପାଇଁ ସିଂହଦ୍ୱାର ଥାନାକୁ ନିର୍ଦ୍ଦେଶ ଦେଲେ କୋର୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ଅନିମେଶ ପଟ୍ଟନାୟକ : ଦିନକୁ ଦିନ ବିବାଦୀୟ ହୋଇପଡୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ବେଆଇନ ପ୍ରକଳ୍ପ ଖନନ ଅଭିଯୋଗକୁ  ନେଇ ଆଇନଜୀବୀଙ୍କ ବିରୋଧ ନୂଆ ମୋଡ଼ ନେଇଛି । ଅଇନଜୀବୀଙ୍କ ପକ୍ଷରୁ ଦାଏର ମାମଲାର ଶୁଣାଣି ହୋଇଛି ପୁରୀ ଏସଡିଜେଏମ୍‌ କୋର୍ଟରେ । ରାୟରେ ଘଟଣାର ଗୁରୁତ୍ବକୁ ନେଇ ମାମଲା ରୁଜୁ ପାଇଁ ସିଂହଦ୍ୱାର ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଳାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସଡିଜେଏମ୍‌ କୋର୍ଟ । ପୁର୍ବରୁ ଆଇନଜୀବୀମାନେ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ ମଧ୍ୟ ମାମଲା ରୁଜୁ କରିନଥିଲା ପୋଲିସ ।

0
0
0
s2sdefault