ହେଡଲାଇନସ୍:

ଶିଆଳ ଆକ୍ରମଣ ରେ ତିନି ଆହତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର/ପ୍ରତାପ ପାଢ଼ୀ- ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନୋ ୧୨ ରେ ରବିବାର ସକାଳ ସମୟ ରେ ଶିଆଳ ଆକ୍ରମଣ ରେ ବିଜେପି ନେତା ମଧୁସୂଦନ ପାଢ଼ୀ ଙ୍କ ସହ ସୁରେନ୍ଦ୍ର ସେଠୀ ଓ ନବଘନ ସାହୁ ଆହତ ହୋଇ ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଇଛନ୍ତି। ସକାଳ ସମୟ ରେ ବାଡ଼ିରେ କାମ କରୁଥିବା ସମୟ ରେ ଶିଆଳ ଟି ଆକ୍ରମଣ କରି ଥିଲା।

0
0
0
s2sdefault