ହେଡଲାଇନସ୍:

କଫସିରପ ଜବତ ଜଣେ ଗିରଫ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ/ମନୋହର ଦାଶ- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ସୁଷମା କୁଅଁର ଙ୍କ ନିର୍ଦେଶ ରେ ଜଗଦଲପୁର ଥାନା ଲହଣ୍ଡିପୁର ଗ୍ରାମ ର ରୂପାନନ୍ଦ ପଟେଲ ବାଇକ ରେ ରଖି ବିକ୍ରି କରୁଥିବା ୪୦ଟି ଏସକଫ ସିରପ ବୋତଲ ଓ ୨୬ଟି ନାଇଟ୍ରୋ ,୧୦ଟି ନିଶା ଟେବଲେଟ ଜବତ କରିଛନ୍ତି।ଥାନା ଏ.ଏସ.ଆଇ ରଜତ କୁମାର ସାମଲ ଓ ସହ କର୍ମୀ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ସେଠାରେ ଚଢ଼ଉ କରିଥିଲେ।ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ସୁତ୍ର ରୁ ପ୍ରକାଶ।

0
0
0
s2sdefault