ହେଡଲାଇନସ୍:

ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୁନାଗଡ଼(ଆଦିତ୍ୟ ମହାନ୍ତି): ଜୁନାଗଡ ସହର ର ହୀରା ସାଗର ପଡା ର ଜଣେ ଯୁବକ ନିକଟସ୍ତ ହାତୀ ନଦୀର ଦେମୁହାନ୍ ଠାରେ ଆତ୍ମହତ୍ୟା କରିଥିବା ଜଣା ପଡିଛି l ସୂଚନା ରୁ ପ୍ରକାଶ ଯେ ହୀରା ସାଗର ପଡା ର ଜନ୍ମେ ଚଲାନ( ୫୦)ଦେ ମୁହାଣ ଠାରେ ଆତ୍ମା ହତ୍ୟା କରିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ l ପରିବାର ଏବ୍ଂ ପୁଲିସ କୁ ଖବର ଦେବା ପରେ ସେଠାରେ ସେମାନେ ଉପସ୍ଥିତ ରହି ଶବକୁ ଉଦ୍ଧାର କରାଯାଇଥିଲା l ଏ ସଂକ୍ରାନ୍ତରେ ଜୁନାଗଡ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି l ଶବ କୁ ବ୍ୟବଚ୍ଛେଦ କରାଇ ଜୁନାଗଡ ପୁଲିସ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି l ଆତ୍ମ ହତ୍ୟା ର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଅଧିକ ତଦନ୍ତ ଚଳାଇ ଥିବା ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି l

0
0
0
s2sdefault