ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା କୋମନା ବ୍ଲକ ତେଲେନପାଲି ଗାଁର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ମକରନ୍ଦ ପୁଞିଙ୍କ ଗତ ରାତିରେ ନୂଆପଡା ମେଡିକାଲରେ ପରଲୋକ ହୋଇ ଯାଇଛି । ସେ ଗତ ୩୦ ତାରିଖ ଦିନ ଅବସର ନେଇ ଥିଲେ । ସେ ନିଜ କାର୍ଯ୍ୟକାଳ ମଧ୍ୟରେ କୋନାବିରା, ସଲଙ୍ଗିପଡା,ବାଞିବାହାଲ ଆଦି ହାଇସ୍କୁଲରେ କ୍ରୀଡା ଶିକ୍ଷକ ଥିଲେ । ସେ ଜଣେ ମିଷ୍ଟଭାଷୀ,ପରୋପକାରୀ ବ୍ୟକ୍ତି ଥିଲେ । ବିଭିନ୍ନ ମହଳରେ ଶୋକ ପ୍ରକାଶ କରା ଯାଇଛି । 

0
0
0
s2sdefault