ଦୁଇ ଜଣ ସନ୍ଦିଗ୍ଧ କୁ ପୋଲିସ ର ଜିମା ଦେଲେ ଚୈତନ୍ୟ ତାଣ୍ଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ : ନୂଆପଡା ଜିଲ୍ଲା ମିଶନ ଲୋହରାପାଲି ରାସ୍ତା ଫ୍ଲିପ ନିବାସ ପାଖରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ଗେଟ ଖୋଲି ଜବରଦସ୍ତି ପଶି ଯାଇଥିଲେ । ପ୍ଲିପ ନିବାସ ରେ ଭଡା ରେ ରହୁଥିବା ଚୈତନ୍ୟ ତାଣ୍ଡି ଙ୍କୁ ନାଗପୁର ଅଶୋକ ନଗର ଠାରେ ଥିବା ଶ୍ରୀ ଅନଥାଶ୍ରମ ର ଛାତ୍ର ଛାତ୍ରୀ ଙ୍କୁ ଚାନ୍ଦା ଦେବା ପାଇଁ ଜବରଦସ୍ତ 400 ଟଙ୍କା ରିସିଭ କାଟିବା ପାଇଁ କହିଥିଲେ । ଚୈତନ୍ୟ ତାଣ୍ଡି ଙ୍କୁ ଏହି ଦୁଇଜଣ ଙ୍କ ଉପରେ ସନ୍ଦେହ ହେବାରୁ ଖଡ଼ିଆଳ ପୋଲିସ କୁ ଖବର ଦେଇଥିଲେ । ଖଡ଼ିଆଳ ପୋଲିସ ଆସି ଦୁଇ ଜଣ ଙ୍କୁ ଥାଏ ଥାନା କୁ ନେଇ ପଚାରା ଉଚରା କରୁଥିବା ଖଡ଼ିଆଳ ଆଇଆଇସି କୈଳାଶ ଚନ୍ଦ୍ର ସେଠି ସୂଚନା ଦେଇଛନ୍ତି । ଯଦି କୌଣସି ଠୋସ ଉତର ଦେଇ ନ ପାରିବେ ତେବେ ଜେଲ କୁ ପଠା ଯିବ ବୋଲି କହିଛନ୍ତି ।

0
0
0
s2sdefault