ହେଡଲାଇନସ୍:

        ପୂର୍ବ ଶତୃତା କୁ ନେଇ ଗଣ୍ଡୋଗୋଳ ,୧ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଳିଙ୍ଗନଗର -  ଦାନଗଦି ଫାଣ୍ଡି ଅର୍ନ୍ତଗତ କନଟିପୁର ଗ୍ରାମର ସିଦ୍ଧାର୍ଥ ଜେନା ଙ୍କ ସହିତ ଓଲଳ ଗ୍ରାମର ରୋହିତ ପେରେଇଙ୍କ ଗଣ୍ଡଗୋଳ  ହୋଇଥିଲା  । ସିଦ୍ଧାର୍ଥ ଦାନଗଦି ଫାଣ୍ଡିରେ ଏହି ଗଣ୍ଡୋଗଳକୁ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ  । ସିଦ୍ଧାର୍ଥ ଓଲଳ ଗ୍ରାମକୁ କୁକୁଡା କିଣିବା କୁ ଯାଇଥିବା ସମୟ ରେ ସେହିଗ୍ରାମ ର ରୋହିତ ତାଙ୍କୁ ଗାଳିଗୁଲଜ କରି ମାରପିଟ କରି ପଇସା ଛଡାଇ ନେଇଥିଲେ  । ସିଦ୍ଧାର୍ଥଙ୍କ ଅଭିଯୋଗକୁ ଭିତିକରି ଦାନଗଦି ଫାଣ୍ଡି ପୋଲିସ ରୋହିତ କୁ ଗିରଫ କରି କେଷ ନଂ ୧୬୭/୧୮ ଧାରା ୩୪୧,୩୪.୨୯୪,୫୦୬,୩୮୯  ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛନ୍ତି ।

0
0
0
s2sdefault