ହେଡଲାଇନସ୍:

ବଲାଙ୍ଗୀରରେ ବିଶାଳ ମେଗା ମାର୍ଟ ନୂଆ ଶୋରୁମ ଆରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗୀର ସହରରେ ଅତ୍ୟାଧୁନିକ ବିଶାଳ ମେଗା ମାର୍ଟର ନୂତନ ଶୋରୁମ ଉଦ୍ଗାଟିତ ହୋଇଯାଇଛି । ଶୋରୁମକୁ ଉଦ୍ଗାଟନ କରିଥିଲେ ରମେଶ ଚନ୍ଦ୍ର ସିଂହଦେଓ, ଗୋପାଲ କ୍ରିଷ୍ଣ ସିଂଦେଓ, ରୋହିତ କୁମାର ଜୈନ, ବାସୁଦେବ ପତି । ଏହି ଅବସରରେ ବିଶାଳ ମେଗାମାର୍ଟର ଷ୍ଟୋର ମେନେଜର, ସୁଶାନ୍ତ ମହାରଣା, ଏରିଆ ମେନେଜର ସୁଧାଶୁଂ ସେକର ଷାଣ୍ଡ, ବରିଷ୍ଠ  ଆରଏଫଏମ୍ ନିତିନ ପାମନାନି ପ୍ରମୁଖ ବିଶାଳ ମେଗାମାର୍ଟ ଦାୟିତ୍ୱ ନେଇଛନ୍ତି । ଏହି ଶୋରୁମରେ ବିଭିନ୍ନ ପ୍ରକାର ପୋଷାକ, କିରାଣୀ ସାମଗ୍ରୀ, ଆକର୍ଷଣିୟ ଗିଫ୍ଟ, ଜୋତା, ଘରର ନିତିଦିନିଆ ବ୍ୟବହାର ଜିନିଷ ରହିଛି ।

0
0
0
s2sdefault