ହେଡଲାଇନସ୍:

ସାମସଙ୍ଗ ଜେ୪ ମୋବାଇଲ ଜିତିଲେ ରାୟଗଡର ନାଗାର୍ଜୁନ ନାଗବଂଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ(ସରୋଜ ସାହୁ ) ସାମସଙ୍ଗ ମୋବାଇଲ ତରଫରୁ ଦଶହରା ଉପଲକ୍ଷେ ସାରା ରାଜ୍ୟସ୍ତରରେ ଏକ ଲଟେରୀ ପ୍ରତିଯୋଗିତା କରାଯାଇଥିଲାା ଏଥିରେ ରାୟଗଡ ସହରର ନାଗାର୍ଜୁନ ନାଗବଂଶ ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଜେ୪ ମୋବାଇଲ ଲଟେରୀରେ ଫୁଟିଥିଲା । ଏଥି ନିମନ୍ତେ ସାମସଙ୍ଗ କମ୍ପାନୀ ତରଫରୁ ରାୟଗଡ ୟୁନୀୟନ ବ୍ୟାଙ୍କ ନିକଟରେ ଥିବା ଛବିରାମ ଡିଜିଟାଲ୍ ଦୋକାନରୁ ଉକ୍ତ ଜେ୪ ମୋବାଇଲ୍ଟିକୁ ଦୋକାନୀ ମାଲିକ ଜୟ ମହାପାତ୍ରଙ୍କ ଦ୍ୱାରା ନାଗାର୍ଜୁନ ନାଗବଂଶଙ୍କୁ ପ୍ରଦାନ କରାଯାଇଥିଲା ।

0
0
0
s2sdefault